ମିଛ ଦୁନିଆରେ ଗୋଟିଏ ସତ

पारंपरिक
श्री कृष्ण भजन Bhajan Jagannatha Bhajan
॥ पावन पाठ ॥

ମିଛ ଦୁନିଆରେ ଗୋଟିଏ ସତ (୨)

ଜଗନ୍ନାଥ ସେ ମୋ ଜଗନ୍ନାଥ (୨)

ତାରି ପାରେ ସେହି ମାରି ପାରେ ସେହି (୨) ଗୋଟିଏ ହାତ |

ଜଗନ୍ନାଥ ସେ ମୋ ଜଗନ୍ନାଥ (୨)

ଗାଇ ଗାଇ ରାମାୟଣ ସୁଣ ସୁଣ ଗୀତା ପଢି ପଢି ଭାଗବତ ସରେ ନା ଜା କଥା (୨)

ଭଜନ ଜଣାଣ ପୁଣୀ ପୋଥି କି ପୁରାଣ ସବୁଥେରେ ବିଜ ସେହି ପ୍ରଭୁ ନାରାୟଣ |

ସବୁଥେରେ ବିଜେ ସେହି ପ୍ରଭୁ ନାରାୟଣ |

ପତିତ ଉଧାର ପାଇ ଉଡେ ଜା ନେତ |

ଜଗନ୍ନାଥ ସେ ମୋ ଜଗନ୍ନାଥ (୨)

ସେହି ଏକ୍କା କାହିଥିଲା ​​କୁରୁକ୍ଷେତ୍ର ଗୀତା ସେହି ଇକା ବାରାଜିଲା ସତୀ ମାତା ମାତା ସୀତା (୨)

ସେହି ଏକ୍କା ସହିଥିଲା ବ୍ରାହ୍ମଣ ଗୋଇଠା ସେହି ଏକ୍କା ଖାଇଥିଲ୍ଲା ଶବରୀ ଅଇଣ୍ଠା |

ସେହି ସେହି ଏକ୍କା ଖାଇଥିଲ୍ଲା ଶବରୀ ଅଇଣ୍ଠା |

ଜାହାରା ଇଚ୍ଛାରେ ଚଲେ ସାରା ଜଗତ |

ଜଗନ୍ନାଥ ସେ ମୋ ଜଗନ୍ନାଥ (୨)

संतो की वाणी भजन

ମିଛ ଦୁନିଆରେ ଗୋଟିଏ ସତ (୨)

ଜଗନ୍ନାଥ ସେ ମୋ ଜଗନ୍ନାଥ (୨)

ତାରି ପାରେ ସେହି ମାରି ପାରେ ସେହି (୨) ଗୋଟିଏ ହାତ |

ଜଗନ୍ନାଥ ସେ ମୋ ଜଗନ୍ନାଥ (୨)

इस पावन रचना का पाठ कब और कैसे करना चाहिए? ▾
प्रातःकाल स्नान करके अथवा संध्याकाल में शांत चित्त होकर स्वच्छ आसन पर बैठकर पाठ करना परम फलदायी माना जाता है।
नित्य पाठ करने से क्या आध्यात्मिक लाभ होता है? ▾
नित्य भक्तिभाव से स्मरण व पाठ करने से मन में शांति, एकाग्रता और सकारात्मक ऊर्जा का संचार होता है।